23.1 C
Bhubaneswar
Tuesday, February 3, 2026
Homeଓଡିଶାବିଧାୟକଙ୍କ ଘର ପାଇଁ କଟିଛି ୭୨୧ ଗଛ: ମନ୍ତ୍ରୀ

ବିଧାୟକଙ୍କ ଘର ପାଇଁ କଟିଛି ୭୨୧ ଗଛ: ମନ୍ତ୍ରୀ

ଭୁବନେଶ୍ୱର: ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ ବଳିପଡିଛି ୭୨୧ ଗଛ  । ଏନେଇ  ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ରାଜଧାନୀର ୬.୫୪ ହେକ୍ଟର ସ୍ଥାନରେ କଟାଯାଇଛି ଗଛ । ତତ୍କାଳୀନ ବିଜେଡି ସରକାର ଏହି ଅଞ୍ଚଳରେ ୭୨୧ ଗଛ କାଟିଛନ୍ତି । ଅମ୍ରିତ ବିଦ୍ୟାପୀଠରେ ୮ ହଜାର , ସୁବୁଦ୍ଧିପୁରରେ ୪ ହଜାର ଗଛ ଲଗାଯାଇଛି । ମଧୁପୁରରେ ୪ ହଜାର , ଘାଟିକିଆରେ  ୨ ହଜାର ଗଛ ଲଗାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking