19.1 C
Bhubaneswar
Sunday, February 15, 2026
Homeଓଡିଶାବଜରଙ୍ଗ ଦଳ ହସ୍ତକ୍ଷେପ ଫଳରେ ଖିଷ୍ଟଧର୍ମ ଗ୍ରହଣରୁ ନିବୃତ୍ତ ହେଲେ ୭୦ ଜଣ

ବଜରଙ୍ଗ ଦଳ ହସ୍ତକ୍ଷେପ ଫଳରେ ଖିଷ୍ଟଧର୍ମ ଗ୍ରହଣରୁ ନିବୃତ୍ତ ହେଲେ ୭୦ ଜଣ

ଯାଜପୁର: ଯାଜପୁର ଜିଲ୍ଲା ରେ ପାଦ୍ରୀ ମନେ ଖ୍ରୀଷ୍ଟ ଧର୍ମ ପଚାର କରିବାକୁ ବିଭନ୍ନ ଅଞ୍ଚଳ ରେ ପରି ଭ୍ରମଣ କହୁଛନ୍ତି l ମହୁକା ଦେଖି ଅନଗ୍ରସର ଲୋକ ମାନକୁ ନାନା ପ୍ରକାର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମ ରେ ଦୀକ୍ଷିତ କାରା ଯାଉ ଥିବାର ଦେଖି ବାକୁ ମିଳୁଛି l ଏହି ଧର୍ମlନ୍ତି କରଣ କୁ ବଜରଙ୍ଗ ଦଳ ବିରୋଧ କରିଚି ଆଜି ବ୍ୟାସ ନଗର ପୌର ପରିଷଦ ର ୨୬ ନ ୱlର୍ଡ ମୁଣ୍ଡ ମାଳ ଦାଇ ସାହି ରେ ୭୦ ଜଣକୁ ଧର୍ମlନ୍ତୀ କରଣରୁ କ୍ଷାନ୍ତ କରିଛି l ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ବିଶେଷ ସୂତ୍ରରୁ ଖବର ପାଇ ମୁଣ୍ଡମାଳ ଗ୍ରାମ (ଡାହିସାହି )ବସ୍ତି ଭିତରେ ୩୦ ରୁ ୪୦ ଜଣ ଖ୍ରୀଷ୍ଟିଆନ ପାଦ୍ରୀ ଆସି ୭୦ ଜଣ ଲୋକଙ୍କୁ ଏକାଠି କରି ଧର୍ମାନ୍ତୀକରଣ କରାଉଛନ୍ତି. ଭୋଜି ର ଅୟୋଜନ କରିଛଛନ୍ତି l

ବଜରଙ୍ଗ ଦର ର କର୍ମୀ ମାନେ ଠାରେ ପହଂଚି ସଙ୍ଗେସଙ୍ଗେ. ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ. ପୋଲିସ ପ୍ରଶାସନର ସହାୟତାରେ ସେମାନଙ୍କୁ ଖିଷ୍ଟ ଧର୍ମ ଗ୍ରହଣ କରିବାକୁ ବୁଜା ସୂଜା କରି ବନ୍ଧ କରାଯାଇଥିଲା ପାଦ୍ରୀମାନଙ୍କ ଠାରୁ ବାଇବେଲ ବାହାରିବା ସହିତ ତାଙ୍କଠାରୁ ଧର୍ମା ନ୍ତୀ କାରଣ ରଏକାଲିଷ୍ଟ ବାହାରି ଥିଲା l ପୋଲିସ ପାଦ୍ରୀ ମାନଙ୍କୁ ସେ ସ୍ଥାନରୁ ବିଦା କରିବା ସହିତ ସେଠାରେ ଧର୍ମାନ୍ତୀକରଣ କୁ ବନ୍ଧ କରିଥିଲେ ଅନଗ୍ରସର ଶ୍ରେଣୀର କୋକ ମାନେ ଯାଜପୁର ଜିଲ୍ଲା ର ନୁହନ୍ତି ସେମାନେ ୭୦ବର୍ଷ ଉର୍ଦ୍ଧ୍ବ ଜଙ୍ଗଲ ଜମିକୁ ଅlବଦ କରି ରହୁଛନ୍ତି ସେମାନଙ୍କ ମଧ୍ୟ୍ୟ ରୁ ଅଧିକାଂଶ ଅଣ ଓଡ଼ିଆ ସେଠାର ସରକାରି ଜମି ରେ ଏକ ଚର୍ଚ୍ଚ ନିର୍ମାଣ କାର ଯାଇ ଖୀଷ୍ଟ ଧର୍ମ ପ୍ରଚାର ଚାଲିଛି

ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ପାର୍ଦ୍ରି ମାନେ ବହୁ ପରିବାର କୁ ଧର୍ମlନ୍ତି କରଣ କହୁଛନ୍ତି ଧର୍ମl ନ୍ତି କରଣ ବନ୍ଧ କରା ନ ଗଲେ ବଜ୍ରରଙ୍ଗ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଚେତା ବାଣୀ ଦେଇଛି l କୋରେଇ ବଜରଙ୍ଗ ଦଳ ସଂଯୋଜକ ମଧୁସୂଦନ ସାମଲ, ଗୋରକ୍ଷା ପ୍ରମୁଖ ସୃତିରଞ୍ଜନ ପଣ୍ଡା, ସୁରକ୍ଷା ପ୍ରମୁଖ ଚିତରଞ୍ଜନ ମିଶ୍ର, ନଗର ଆଖଡ଼ା ପ୍ରମୁଖ ଅରମାନ ପାତ୍ର ସହ ସୁରକ୍ଷା ପ୍ରମୁଖ ମୁନା ମଲିକ ବିଶ୍ୱହିନ୍ଦୁ ପରିଷଦ ପୂର୍ବତନ ସଭାପତି ପ୍ରସନ୍ନ ସାମଲ ପୂର୍ବତନ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ପୂର୍ବତନ ବଜରଙ୍ଗ ଦଳ ସହ ସଂଯୋଜକ ପ୍ରତାପ ନାଏକ ଓ ପ୍ରଭାତ କୁମାର ବଳଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏହି ଧର୍ମାନ୍ତୀକରଣ କୁ ବିରୋଧ କରିଥିଲେl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking