26.1 C
Bhubaneswar
Friday, March 27, 2026
Homeଅପରାଧ୭ଟି ସିମ୍‌ ବକ୍ସ ଜବତ

୭ଟି ସିମ୍‌ ବକ୍ସ ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସନ୍ଦିଗ୍ଧଙ୍କ ଘରୁ ଶୁକ୍ରବାର ୭ଟି ସିମ୍‌ ବକ୍ସ ଠାବ କରାଯାଇଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହି ସିମ୍‌ ବକ୍ସ ଠାବ କରାଯାଇଛି । ସ୍ପେଶାଲ ସ୍କ୍ୱାଡ୍‌ ଓ ଲକ୍ଷ୍ମୀସାଗର ପୁଲିସ ମିଳିତ ଚଢାଉ କରି ସିମ୍‌ ବକ୍ସ ଜବତ କରିଛି । ସିମ୍‌ ବକ୍ସ ଠାବ ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ବିଭିନ୍ନ ଫ୍ରଡ୍‌ କଲ୍‌ କରିବାକୁ ଏହି ସିମ୍‌ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking