ପୁରୀ : ୭ ଦିନଧରି ବନ୍ଦ ରହିବ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ମରାମତି । ଫଗୁ ଦଶମୀରୁ ହୋଲି ଉତ୍ସବ ପଯ୍ୟନ୍ତ ମରାମତି କାମ ବନ୍ଦ ରହିବ । ୯ରୁ ୧୫ ତାରିଖ ପଯ୍ୟନ୍ତ ବନ୍ଦ ରହିବ ମରାମତି କାମ । ଦୋଳ ଯାତ୍ରାର ବିଶେଶ ନୀତିକାନ୍ତି ପାଇଁ ବନ୍ଦ ରହିବ ମରାମତି ।