32.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଚିଲିରେ ଭୟଙ୍କର ଭୂକମ୍ପ : କ୍ଷୟକ୍ଷତିକୁ ନେଇ ମିଳିନାହିଁ କୌଣସି ସୂଚନା

ଚିଲିରେ ଭୟଙ୍କର ଭୂକମ୍ପ : କ୍ଷୟକ୍ଷତିକୁ ନେଇ ମିଳିନାହିଁ କୌଣସି ସୂଚନା

ଚିଲି: ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ରେକର୍ଡ କରାଯାଇଛି । ସାମ ପେତ୍ରାଦା ଆଟାକାମା ସହରର ୪୧ କିଲୋମିଟର ଦକ୍ଷିଣ ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ର ସୃଷ୍ଟି ହୋଇଛି । ତେବେ ଏହାପରେ କୌଣସି ସୁନାମୀର ସୂଚନା ଦିଆଯାଇନାହିଁ କିମ୍ପା ଏଯାଏଁ କୌଣସି କ୍ଷୟକ୍ଷତିର ସଠିକ ସୂଚନା ମିଳିପାରିନାହିଁ । ଏନେଇ ୟୁନାଇଟେଡ୍‌ ଷ୍ଟେଟ୍‌ସ ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ମିଳିଛି।‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking