35.1 C
Bhubaneswar
Thursday, March 26, 2026
Homeଓଡିଶା୨ ବର୍ଷରେ ୬୫ ହଜାର ୬୪ ୯ ଡିଏଲ ରଦ୍ଦ

୨ ବର୍ଷରେ ୬୫ ହଜାର ୬୪ ୯ ଡିଏଲ ରଦ୍ଦ

ଭୁବନେଶ୍ୱର: ଅମାନିଆ ହେଉଛନ୍ତି ଗାଡି ଚାଳକ । ଲାଇସେନ୍ସ ରଦ୍ଦ କରୁଛନ୍ତି ସରକାର । ଗତ ୨ ବର୍ଷରେ ୬୫ ହଜାର ୬୪୯ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି । ଗୃହରେ ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।

ସଡକ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ୧୮

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking