ସଡକ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ୧୮
ଭୁବନେଶ୍ୱର: ସଡକରେ ଗଡି ଚାଲିଛି ମୁଣ୍ଡ । ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା । ୨୦୨୪ରେ ସଡକ ଦୁର୍ଘଟଣାରେ ଦୈନିକ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହେଉଥିଲେ । ୨୦୨୫ରେ ଦୈନିକ ମୃତ୍ୟୁସଂଖ୍ୟା ୧୭୮କୁ ବୃଦ୍ଧି । ଆହତ ସଂଖ୍ୟା ୩୦ରେ ସ୍ଥିର ରହୁଛି । ୨୦୨୪ରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୬୧୪୨ । ୨୦୨୫ରେ ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ବଢି ୬୪୮୩ରେ ପହଞ୍ଚିଛି । ବିଧାନସଭାରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ … Continue reading ସଡକ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ୧୮
Copy and paste this URL into your WordPress site to embed
Copy and paste this code into your site to embed