21.1 C
Bhubaneswar
Saturday, December 6, 2025
Homeଓଡିଶାଆଉ ୫ଶହ ରାଇସ ମିଲ ଦରକାର: ମନ୍ତ୍ରୀ

ଆଉ ୫ଶହ ରାଇସ ମିଲ ଦରକାର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ  ରାଇସ ମିଲ ଓ ଚାଉଳ  ରପ୍ତାନୀ  ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୟାନ ରଖିଛନ୍ତି । କହିଛନ୍ତି,  ମିଲ ଅବାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି କହିଲେ ।  ଆହୁରି ୪ ଶହରୁ ୫ ଶହ ରାଇସ ମିଲର ଆବଶ୍ୟକତା ରହିଛି । ଆମ ରାଜ୍ୟରେ ୧୪୦୦ ରାଇସ ମିଲ ରହିଛି । ମିଲ ଖୋଲିଲେ ସରକାର ୫୦ ପ୍ରତିଶତ ସବସିଡ ଦେବେ । ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ ଟନ ଯାଉଛି ।  ବଳକା ୧୨ରୁ ୧୫ ମେଟ୍ରିକ ଟନ ଚାଉଳ ଆମ ପାଖରେ ରହୁଛି ।  ନୂଆ ପଲିସି କରାଯିବ । ବଳକା ଚାଉଳକୁ ରପ୍ତାନୀ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking