19.1 C
Bhubaneswar
Saturday, December 13, 2025
Homeଓଡିଶା୫ ପୋଲିସ ବାବୁ ସସପେଣ୍ଡ

୫ ପୋଲିସ ବାବୁ ସସପେଣ୍ଡ

ବାଲେଶ୍ୱର:  ଜଣେ ହାବିଲଦାର, ୪ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । କାଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସକୁ ନିଲମ୍ବିତ କରିଛନ୍ତି  ବାଲେଶ୍ୱର ଏସପି । କାଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ଆକ୍ସନ ନିଆଯାଇଛି । ସୂଚନା ଥାଉକି, ଗତକାଲି କୋଟିପତି ଇଞ୍ଜିନିୟରଙ୍କୁ ଭିଜିଲାନ୍ସ ଧରିବା ଘଟଣାରେ  ଦୁର୍ନୀତିଖୋର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।  ଦୁର୍ନୀତି କରୁଥିବା ଲୋକଙ୍କୁ  ପ୍ରଶ୍ରୟ ଦିଆଯିବନି । ରେଡ ପୂର୍ୱ ଦିନ ମୋ ପାଖକୁ ଫାଇଲ ଆସିଥିଲା । ଅବସର ନେବା ପୂର୍ୱ ଦିନ ତାଙ୍କ କାମ ସାରିଦେଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking