28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ

ବିମାନ ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ

ନେପାଳ : ନେପାଳରେ ଘଟିଲା ବଡ ଧରଣର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାଟି ଘଟିଛି ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଏୟାରପୋର୍ଟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା । ଫଳରେ ଏଥର ନିଆଁ ଲାଗିଯାଇଥିଲା । ଏଥିରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣକର ମୃତ୍ୟୁ ହୋଇଥିବା ସୂଚନା । ତେବେ ଉଦ୍ଧାର କାର୍ଯ୍ୟ ଏଯାଏଁ ଜାରି ରଖିଛନ୍ତି ବିମାନବନ୍ଦର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking