23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶ୫ ମାଓବାଦୀ ସଫା

୫ ମାଓବାଦୀ ସଫା

ଛତିଶଗଡ : ଛତିଶଗଡ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟରେ ୫ ମାଓବାଦୀ ଟଳିପଡିଛନ୍ତି ।  କାଙ୍କେର – ନାରାୟଣପୁର ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି  । ସେଠାରୁ ବିପୁଳ ପରିମାଣର  ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking