24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶତୁର୍କୀରେ ବୋମା ଆତଙ୍କ ୫ ମୃତ ୧୪ ଆହତ

ତୁର୍କୀରେ ବୋମା ଆତଙ୍କ ୫ ମୃତ ୧୪ ଆହତ

ବ୍ୟୁରୋ : ତୁର୍କୀର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ TUSASର ମୁଖ୍ୟ କାର୍ଯ୍ୟାଳୟ ଉପରେ ହମଲା କରିଛନ୍ତି ଆତଙ୍କବାଦୀ। ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଆତଙ୍କୀ ହମଲା ଏବଂ ମୃତ୍ୟୁସଂଖ୍ୟାକୁ ନେଇ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦୋଗାନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀମାନେ TUSAS କମ୍ପାନୀ ଉପରେ ହମଲା କରିଛନ୍ତି। ପ୍ରଥମେ ବୋମା ବିସ୍ଫୋରଣ କରିବା ପରେ କମ୍ପାନୀ ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଘୃଣ୍ୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking