ଭୁବନେଶ୍ୱର : ଆସିବ ନୂଆ ସରକାରଙ୍କର ପ୍ରଥମ ବଜେଟ୍ । କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍ । ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍ର ଆକାର ପ୍ରାୟ ୩ ଲକ୍ଷ କୋଟି ଛୁଇଁପାରେ । ବଜେଟରେ ୫ଟି ବଡ ଘୋଷଣା ନେଇ ଆକଳନ ।
୧.ସୁଭଦ୍ରା ଯୋଜନା ପାଇଁ ହୋଇପାରେ ବ୍ୟୟବରାଦ
୨.ଏଏମଏସପି ୩୧୦୦ ଟଙ୍କା ପାଇଁ ବ୍ୟୟ ବରାଦ
୩.କାଳିଆ ଯୋଜନାର ଭବିଷ୍ୟତ ନିର୍ଦ୍ଧାରଣ
୪.୩୦୦୦ ଟଙ୍କା ଭତ୍ତା ବୃଦ୍ଧି ପାଇଁ ବ୍ୟବସ୍ଥା
୫.ବିଏସକେଇ ସହ ଆୟୁଷ୍ମାନର ମିଶ୍ରଣ










