ରାଉରକେଲା: ରାଉରକେଲାରେ ସେକ୍ସ ରାକେଟ ଠାବ । ଏକ ଭଡା ଘରୁ ରାଣୀ ମହୁମାଛି ସହ ୫ ଦଲାଲ ଗିରଫ । ଭଡା ଘରୁ ୫ ଜଣ ଦେହଜୀବୀ ଉଦ୍ଧାର । ଝିରପାଣି ଥାନା କୋଏଲ ନଗର ଅଞ୍ଚଳରୁ ଉଦ୍ଧାର । ଗ୍ରାହକ ସାଜି ସେକ୍ସ ରାକେଟକୁ ଧରିଲା ପୋଲିସ ।