35.1 C
Bhubaneswar
Thursday, March 26, 2026
Homeଓଡିଶା୨ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ୪୯୫୩ ମୃତ

୨ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ୪୯୫୩ ମୃତ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୨ ବର୍ଷରେ ମଲେଣି ୪୯୫୩ । ସହାୟତା ରାଶି ପାଇବା ଅପେକ୍ଷାରେ ୪୬୭ ମୃତକଙ୍କ ପରିବାର । ଅଧିକାଂଶ କ୍ଷେତ୍ରରେ ମୃତ୍ୟୁର ସଠିକ କାରଣ ଜଣାପଡୁନି । ଆବଶ୍ୟକୀୟ ଦସ୍ତାବିଜ ଦାଖଲରେ ମଧ୍ୟ ବିଳମ୍ବ ହେଉଛି । ଭିସେରା ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ଅଟକି ରହିଛି ସହାୟତା ରାଶି । ଏନେଇ ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

ସଡକ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ୧୮

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking