ଭୁବନେଶ୍ୱର : ୩ ବର୍ଷରେ ୪୮୫୭ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଛି । ଗୃହରେ ଏନେଇ ସ୍ୱସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ୧୫ ହଜାର ୭୫୨ ରୋଗୀ ଚିହ୍ନଟ କରାଯାଇଥିଲା । ରାଜ୍ୟର ୧୦ ହଜାର ୮୯୫ ରୋଗୀ ଚିକିତ୍ସାଧୀନ ହୋଇଛନ୍ତି । ୬୮ ମେଡିକାଲରେ ୫୧୧ଟି ଡାଇଲେସିସ ବ୍ୟବସ୍ଥା ରହିଛି ।