16.1 C
Bhubaneswar
Tuesday, December 9, 2025
Homeଓଡିଶାଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି : ମନ୍ତ୍ରୀ  

ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି : ମନ୍ତ୍ରୀ  

ଭୁବନେଶ୍ୱର : ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି ହେବ । ଚଳିତବର୍ଷ ୮୧୨ ଟି ଆଶ୍ରୟସ୍ଥଳୀର ମରାମତି ହେବ । ସରକାର ନିଷ୍ପତ୍ତି ନେଇଥିବା କହିଲେ ବିପଯ୍ୟୟ ପରିଚାଳନା ମନ୍ତ୍ରୀ । ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବାରାଦ କରାଯାଇଛି । ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟରେ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ , ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking