24.1 C
Bhubaneswar
Tuesday, February 10, 2026
Homeଓଡିଶାସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି : ମୁଖ୍ୟମନ୍ତ୍ରୀ

ସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗୋଦାବରୀଶ ମିଶ୍ର  ଆଦର୍ଶ ବିଦ୍ୟାଳୟ ୨, ୯୬୦ କୋଟି  ବ୍ୟୟବରାଦ ହୋଇଛି । ସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି । ସହିଦ ଲକ୍ଷ୍‌ମଣ ନାୟକ ଆଦର୍ଶ ବିଦ୍ୟାଳୟ ୧୦୦ କୋଟି । ଆମେ  ପଢିବା ଆମ ଭାଷାରେ  ପାଇଁ ୨୫ କୋଟି । ସମଗ୍ର ଶିକ୍ଷା  ୪ ହଜାର ୬୮୧  କୋଟି ।

 

ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ : ମୁଖ୍ୟମନ୍ତ୍ରୀ  

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking