27.1 C
Bhubaneswar
Tuesday, March 31, 2026
Homeଓଡିଶାମଶା ଧୂଆଁରୁ ଜଳିଗଲା ୪ ବଖରା

ମଶା ଧୂଆଁରୁ ଜଳିଗଲା ୪ ବଖରା

ସୋର : ମଶା ଧୂଆଁରୁ ନିଆଁ ଲାଗି ଜଳିଗଲା  ୪ ବଖରା । ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁରଏ ୧୦ କ୍ୱିଣ୍ଟାଲ ଧାନ , ୪ କ୍ୱିଣ୍ଟାଲ ଚାଉଳ ଓ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥିତି ଭୟାନକ ସୃଷ୍ଟି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking