26.1 C
Bhubaneswar
Friday, March 27, 2026
Homeଓଡିଶା୪ କୁଇଣ୍ଟାଲ ଗଞ୍ଜେଇ ଜବତ

୪ କୁଇଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ଡଙ୍ଗାପାଇଗୁଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କାକିରିଗୁମା ପୋଲିସ । ଚାଲାଣ ବେଳେ ମାଡିବସିଲା ଗଞ୍ଜେଇ ଭର୍ତ୍ତି ଗାଡି । ଘଟଣାସ୍ଥଳରୁ ଗୋଟିଏ ବୋଲେରୋ ଓ ଗୋଟିଏ ଟ୍ରକ ଜବତ ହୋଇଛି । ଅଭିଯୁକ୍ତ କାଳୁ ସିଂକୁ ଗିରଫ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking