18.1 C
Bhubaneswar
Monday, November 25, 2024
Homeଓଡିଶା୪ ନେତାଙ୍କୁ 'କଂଗ୍ରେସ ତୁଣ୍ଡ' ଦାୟିତ୍ୱ

୪ ନେତାଙ୍କୁ ‘କଂଗ୍ରେସ ତୁଣ୍ଡ’ ଦାୟିତ୍ୱ

ଭୁବନେଶ୍ୱର : ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦାୟିତ୍ୱ । ଏଆଇସିିସି ପକ୍ଷରୁ କେବଳ ୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି ରାମ କାଡାମ, ଶ୍ରୀକାନ୍ତ ଜେନା, ସନ୍ତୋଷ ସିଂ ସାଲୁଜା ଓ ବିଶ୍ୱରଞ୍ଜନ ମହାନ୍ତି । ଏହି ନେତାଙ୍କୁ ମିଡିଆ ବାଇଟ ଦେବାକୁ ଏଆଇସିସି ପକ୍ଷରୁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking