18.1 C
Bhubaneswar
Saturday, December 6, 2025
Homeଓଡିଶା୪ ଆଇଏଏସ ସ୍ତରରେ ଅଦଳବଦଳ    

୪ ଆଇଏଏସ ସ୍ତରରେ ଅଦଳବଦଳ    

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ..
୧.ଅବୋଲି ସୁନିଲ ନରାଭାନେ କଟକ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିଲାବେଳେ କଟକ, କ୍ଷୁଦ୍ର ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ହେଲେ ।

୨.ଦିନ୍‌ହା ଦାସ୍ତଜିର ହେଲେ ରାଉରକେଲା ମହାନଗର ନିଗମର ସଚିବ ।
୩.ରେହାନ ଖାତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।
୪.କୀରନଦୀପ କୌର ସାହୁତାଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।

୫.ପ୍ରଥମେଶ ଅରବିନ୍ଦ ରାଜେଶିରକେଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking