20.1 C
Bhubaneswar
Sunday, December 7, 2025
Homeଓଡିଶା୪ ଡାକ୍ତର ଚାକିରିରୁ ବହିସ୍କୃତ

୪ ଡାକ୍ତର ଚାକିରିରୁ ବହିସ୍କୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ରୁ ଆସିଛି ଏକ ବଡ ଖବର । ୪ ଡାକ୍ତରଙ୍କୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ରହିଛି । କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଏମଇଟି । ଜଣେ ପିଜି ଡାକ୍ତରଙ୍କୁ ୬ ମାସ ହଷ୍ଟେଲ ମନା । ଶିଶୁ ରୋଗ ବିଭାଗ ପିଜି ଛାତ୍ରଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପିଜି ଛାତ୍ରଙ୍କୁ ମାଡ ମାରିଥିଲେ ରେସିଡେଣ୍ଟ ସର୍ଜନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking