ଭୁବନେଶ୍ୱର : ଓଡିଶାରେ ୩, ୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ସର୍ୱାଧିକ ୧,୬୪୯ ବାଂଲାଦେଶୀ ଅଛନ୍ତି । ଜଗତସିଂହପୁରରେ ୧, ୧୧୨ , ମାଲକାନଗିରିରେ ୬୫୫ ଭଦ୍ରକରେ ୧୯୯ , ନବରଙ୍ଗପୁରରେ ୧୦୬ ବାଂଲାଦେଶୀ , ଭୁବନେଶ୍ୱରରେ ୧୭ ଜଣ ଚିହ୍ନଟ ହୋଇଛନ୍ତି । ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।










