26.1 C
Bhubaneswar
Monday, December 15, 2025
Homeଓଡିଶା୩ ହଜାର ବୋତଲ କଫ୍ ସିରପ୍ ଜବତ: ୨ ଗିରଫ

୩ ହଜାର ବୋତଲ କଫ୍ ସିରପ୍ ଜବତ: ୨ ଗିରଫ

ସମ୍ବଲପୁର: ବୁର୍ଲା ପୋଲିସ୍ ଦ୍ୱାରା ୩ ହଜାର ବୋତଲ କଫ୍ ସିରପ୍ ଜବତ କରାଯାଇଛି । ୧ ଲକ୍ଷ ୧୨ ହଜାର ଟଙ୍କା ସହ ପିକଅପ୍ ଭ୍ୟାନ୍ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କଟକରୁ ବୁର୍ଲା ବେଆଇନ ଚାଲାଣ ବେଳେ ୟୁନିଭରସିଟି ଛକରୁ ଜବତ କଲା ପୋଲିସ । ପିକଅପ୍ ଭ୍ୟାନ୍ ଜବତ କରି ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking