26.1 C
Bhubaneswar
Saturday, April 4, 2026
Homeଓଡିଶାରାଉରକେଲାରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ

ରାଉରକେଲାରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ

ରାଉରକେଲା: ରାଉରକେଲାରୁ ପୁଣି ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଥିବାର ଖବର ମିଳିଛି। ରଘୁନାଥ ପଲ୍ଲୀ ଥାନା ଦେଓଗାଁ ସାରୁଆ ଟୋଲlରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ ହୋଇଛି।  ଯେଉଁ ଗାଡ଼ିରୁ ଏହି ବିସ୍ଫୋରକ ଜବତ ହୋଇଛି, ତାର ମାଲିକ ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ବୋଲି ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking