18.1 C
Bhubaneswar
Monday, February 9, 2026
Homeଓଡିଶାକୋଣାର୍କରେ ଜଳିଗଲା ୩୦ ଇଭି ବାଇକ

କୋଣାର୍କରେ ଜଳିଗଲା ୩୦ ଇଭି ବାଇକ

କୋଣାର୍କ: ବାଇକ ସୋରୁମରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ବାଇକ । କୋଣାର୍କର ମାଧିପୁର ଛକ ନିକଟ ବ୍ୟାଟେରି ବାଇକ ସୋରୁମରେ ଅଗ୍ନିକାଣ୍ଡ ଘଟିଛି । ବ୍ୟାଟେରି ବିସ୍ଫୋରଣରୁ ସୋରୁମରେ ନିଆଁ ଲାଗିଥିବା ସୂଚନା  ମିଳିଛି । ସ୍ଥାନୀୟ ଲୋକେ ଦମକଳବାହିନୀକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୋରୁମରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking