ବଲାଙ୍ଗିର : ଗୋଟିଏ ଗାଁରେ ୭ ଦିନରେ ଝାଡାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ପୁଇଁତଳା ବ୍ଲକ କୁରୁଲ ଗାଁରେ ଝାଡାବାନ୍ତି ଆକ୍ତାନ୍ତଙ୍କ ସଂଖ୍ୟା । ଝାଡାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗାଁରେ ଏବେ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ସୂଚନା । ଏବେ ୧୦ ଆକ୍ରାନ୍ତ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ।