22.1 C
Bhubaneswar
Saturday, March 28, 2026
Homeଓଡିଶାହାତୀ ମୃତ୍ୟୁ: ୩ ବନ କର୍ମଚାରୀଙ୍କୁ ନିଲମ୍ବନ

ହାତୀ ମୃତ୍ୟୁ: ୩ ବନ କର୍ମଚାରୀଙ୍କୁ ନିଲମ୍ବନ

ବାରିପଦା:   ହାତୀ ମୃତ୍ୟୁ ଘଟଣାରେ  ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ବେତନଟୀ ରେଞ୍ଜ ଆଗ୍ରିଆ ରେଳଫାଟକରେ ପ୍ରାଣ ହରାଇଥିଲା ଦନ୍ତାହାତୀ । ବେତନଟୀ ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରିଛି ବନବିଭାଗ । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ରେଳର ଗତି କମ କରିବାକୁ  ପ୍ରସ୍ତାବ  ଦିଆଯାଇଛି ।  ତେବେ ହାତୀଙ୍କ  ଉପଦ୍ରବ ପାଇଁ ଗାଁରେ ଲୋକମାନେ ଭୟଭୀତ ଅଛନ୍ତି ।  ଧାନ, ଚାଷ ଜମି ନଷ୍ଟ କରବା ସହିତ ଲୋକଙ୍କୁ ଦଳି ମାରିଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking