ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି ନେଇ ତିନି ଦିନିଆ ଏନଇପି କର୍ମଶାଳା ଲୋକସେବା ଭବନରେ ଆରମ୍ଭ ହୋଇଛି । ଯେଉଁଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ସୂଯ୍ୟବଂଶୀ ସୂରଜ , ଅନେକ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ । ଏକଜିବିସନ ସେଣ୍ଟର ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସଚିବଙ୍କ ସହିତ ଆଲୋତନା ମଧ୍ୟ କରିଥିଲେ । ତିନି ଦିନିଆ ଏନଇପି କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି । ଛାତ୍ରମାନଙ୍କୁ କିଭଳି ଭଲ ଶିକ୍ଷା ଦିଆଯାଇପାରିବ । ସେଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କାଯ୍ୟକାରୀ ନେଇ ପ୍ରସ୍ତୁତ ହବେ ରୋଡ ମ୍ୟାପ ।