24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଲକ୍ଷ୍ନୌରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଲକ୍ଷ୍ନୌରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୩.୭ ତୀବ୍ରତାର ଭୁମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ପ୍ରାୟ ୭.୩୨ରେ ଭୂମିକମ୍ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଗୋଣ୍ଡାରେ ଥିଲା । ଏହି ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ବେଳେ, ମୃତାହତ ରିପୋର୍ଟ ମଧ୍ୟ ଜଣାପଡିନାହିଁ । ପୂର୍ବରୁ ସିକିମ ଗ୍ୟାଲସିଂ ଅଞ୍ଚଳରେ ଏକ ଭୂକମ୍ପ ହୋଇଥିଲା । ଯାହାଫଳରେ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ସକାଳ ୧.୯ରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ତୀବ୍ରତା ୪.୫ ଥିଲା । ଭୂକମ୍ପ ଯୋଗୁଁ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ , ଯାହା ଫଳରେ ସମଗ୍ର ଅଞ୍ଚଳରେ ଏକ ଅରାଜକତା ଏବଂ ଦ୍ୱନ୍ଦ୍ୱର ପରିବେଶ ସୃଷ୍ଟି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking