ଭୁବନେଶ୍ୱର : ରାଜ୍ୟରେ ୨୭ଟି ନୂଆ ଥାନା ଓ ଫାଣ୍ଡି ପାଇଁ ଆସିଛି ପ୍ରସ୍ତାବ । ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ନିଷ୍ପତ୍ତି ନେବେ ବିଭାଗ । ଯେଉଁ ସ୍ଥାନରେ ସମ୍ଭାବନା ଅଛି ତାହା ଉପରେ ବିଚାର ହେବ । ଏନେଇ ବିଧାନସଭା ଗୃହରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଛି । ଆଜି ବିଧାନସଭା ଗୃହକାଯ୍ୟ ସୁରୁଖୁରୁରେ ଚାଲିଛି ।










