28.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆ ଓ କାର୍ଯ୍ୟକ୍ରମରେ ୨୬୧ କୋଟି ଖର୍ଚ୍ଚ

ନୂଆ ଓ କାର୍ଯ୍ୟକ୍ରମରେ ୨୬୧ କୋଟି ଖର୍ଚ୍ଚ

ଭୁବନେଶ୍ୱର: ନୂଆ ଓ କାର୍ଯ୍ୟକ୍ରମରେ  ୨୬୧ କୋଟି  ଖର୍ଚ୍ଚ । ନୂଆ ଓ କାର୍ଯ୍ୟକ୍ରମରେ ପୂର୍ବ ସରକାର  ୨୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି ।  ପୂର୍ବ ସରକାର ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking