25.1 C
Bhubaneswar
Thursday, October 24, 2024
Homeଓଡିଶାପାରାଦୀପର ୨୬୦ କିମି ଦୂରରେ ' ଦାନା '

ପାରାଦୀପର ୨୬୦ କିମି ଦୂରରେ ‘ ଦାନା ‘

ଭୁବନେଶ୍ୱର: ଓଡିଶା ଉପକୂଳ ମୁଁହା ଭୀଷଣ ବାତ୍ୟା ଦାନା । ଗତ ୬ ଘଣ୍ଟାରେ ୧୨ କିମି ବେଗରେ ଗତି କରୁଛି ଦାନା । ପାରାଦୀପର ଦକ୍ଷିଣ ପୂର୍ବକୁ ୨୬୦ କିମି ଦୂରରେ ଭୀଷଣ ବାତ୍ୟା ‘ ଦାନା ‘ । ଭିତରକନିକା-ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ଦାନା । ଧାମରାର ଦକ୍ଷିଣ ଦକ୍ଷିଣ ପୂର୍ବର ୨୯୦ କିମି ଦୂରରେ ଅବସ୍ତିତ । ଆଜି ରାତିରୁ କାଲି ସକାଳ ଭିତରେ କରିବ ଲ୍ୟାଣ୍ଡଫଲ । ସାଗର ଦୀପର ଦକ୍ଷିଣକୁ ୩୫୦ କିମି ଦୂରରେ ରହିଛି । ଭିତରକନିକା – ଧାମରା ପାଖରେ ଲ୍ୟାଣ୍ଡଫଲ ଆକଳନ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ସାମାନ୍ୟ ରିକର୍ଭ କରିବ । ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସାମାନ୍ୟ ରିକର୍ଭ କରିପାରେ ନେଇ ସୂଚନା । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡେ ଟିକେ ରିକର୍ଭ କରିପାରେ । ଏ ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦେଶିକା । ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ଓବ ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking