14.1 C
Bhubaneswar
Saturday, December 6, 2025
Homeଓଡିଶା୨୫୦ ଜଣ ରେଡିୟୋଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତି: ମନ୍ତ୍ରୀ

୨୫୦ ଜଣ ରେଡିୟୋଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତି: ମନ୍ତ୍ରୀ

ଭୁବନେଶ୍ୱର: ୨୫୦ ଜଣ ରେଡିୟୋଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ରେଡିୟୋଗ୍ରାଫି ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଏ ନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ ହସ୍ପିଟାଲରେ ରହିବେ ରେଡିୟୋଗ୍ରାଫର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking