27.1 C
Bhubaneswar
Saturday, December 6, 2025
Homeଓଡିଶା୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ: କେଭି ସିଂ ଦେଓ

୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ: କେଭି ସିଂ ଦେଓ

ଭୁବନେଶ୍ୱର: ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଲ ବିଜୁଳି । ୨୩ ଟି ଶିଳ୍ପ ସଂସ୍ଥା ଉପରେ ୧୯୯୬ କୋଟି ଟଙ୍କା ବକେୟା । ୧୦ ବର୍ଷରେ ୧୪ ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ସେହିପରି ଏପଟେ ବିଧାନସଭା ଗୃହରେ ବିଜୁଳି ନ ଥିବା ଅଞ୍ଚଳରେ ମିଳିବ ଅଧିକ କିରୋସିନ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଅଧିକ କିରୋସିନ ଦେବାକୁ ତର୍ଜମା ଚାଲିଛି । କାର୍ଡ ଧାରୀଙ୍କୁ ଏବେ ଅଧା ଲିଟର କିରୋସିନ ମିଳୁଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking