23.1 C
Bhubaneswar
Saturday, February 7, 2026
Homeଓଡିଶା୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ- ପ୍ରଭାତୀ

୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ- ପ୍ରଭାତୀ

ଭୁବନେଶ୍ୱର : ରାଜ୍ୟରେ ୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୧ ହଜାର ୪୫୬ ଅଙ୍ଗନବାଡି କେନ୍ଦ୍ରରେ  ବିଦ୍ୟୁତ ସଂଯୋଗ ନାହିଁ ।   ୪୭ ହଜାର ୭୩୭ ଅଙ୍ଗନବାଡି କେନ୍ଦ୍ରରେ ପାଚେରି ନାହିଁ  ରହିଛନ୍ତି ପ୍ରଭାତୀ । ରାଜ୍ୟରେ ଅଛି ମୋଟ ୭୪, ୧୯୨ ଅଙ୍ଗନବାଡି କେନ୍ଦ୍ର । ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking