25.1 C
Bhubaneswar
Monday, December 8, 2025
Homeଓଡିଶାଦେଢ ବର୍ଷରେ ୨୧ ମାଓବାଦୀଙ୍କୁ ଏନକାଉଣ୍ଟର

ଦେଢ ବର୍ଷରେ ୨୧ ମାଓବାଦୀଙ୍କୁ ଏନକାଉଣ୍ଟର

ଭୁବନେଶ୍ୱର: ଓଡିଶାରେ ମାଓ ଦମନ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଆଉ ୨୧ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ୨୧ ଜଣଙ୍କ ମଧ୍ୟରୁ ୧୭ ଜଣ ଓଡିଶା- ଛତିଶଗଡ ସୀମାରେ ନିହତ ହୋଇଛନ୍ତି । ଆଜି ବିଧାନସଭାର ଶୀତକାଳୀନଅଧିବେଶନର ଦଶମ ଦିନ । ବିଭିନ୍ନ ବିଭାଗର ମନ୍ତ୍ରୀ ବଧାୟକ, ବିଧାୟିକାମାନଙ୍କ ଉତ୍ତର ଗୃହରେ ରଖୁଛନ୍ତି ।

୧୨ ହଜାର ଅଭିଯୋଗ ସମାଧାନ ହୋଇଛି: ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking