ଛତିଶଗଡ: ଅପରେସନ କେରେଗୁଟାକୁ ନେଇ ପ୍ରେସମିଟ । ସିଆରପିଏଫ ଡିଜି ଓ ଛତିଶଗଡ ଡିଜିପିଙ୍କ ସୂଚନା । ୨୧ ଏପ୍ରିଲରୁ ମେ’ ୧୧ ଯାଏଁ ଅପରେସନ ଚାଲିଥିଲା । ୨୧ଟି ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଛି । ମୋଟ ୩୧ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୫ ଅଟୋମେଟିକ ଓ ସେମି-ଅଟୋମେଟିକ ବନ୍ଧୁକ ଜବତ କରାଯାଇଛି ।









