ଇାଲେଶ୍ୱର : ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ । ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ଦେଲେ ପୋକ୍ସୋ କୋର୍ଟ । ୨୦୨୩ ଖଇରା ଥାନା ନାବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ । ପୀଡିତାଙ୍କୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।