15.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ୨୦ଟି ନୂଆ ସାଇବର ଥାନା: ୱାଇ ବି ଖୁରାନିଆ

ରାଜ୍ୟରେ ୨୦ଟି ନୂଆ ସାଇବର ଥାନା: ୱାଇ ବି ଖୁରାନିଆ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୨୦ଟି ନୂଆ ସାଇବର ଥାନା ।  ଏନେଇ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ୩ରୁ ୪ ମାସ ମଧ୍ୟରେ ସାଇବର ଥାନା କାର୍ଯ୍ୟକ୍ଷମ ହେବ । ସାଇବର କ୍ରାଇମର ତଦନ୍ତ ପାଇଁ ଅଧିକ ପୋଲିସ ନିୟୋଜିତ ହେବେ । ସାଇବର ତଦନ୍ତ ଉନ୍ନତମାନର କରିବା ପାଇଁ ଚେଷ୍ଟା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking