30.1 C
Bhubaneswar
Tuesday, March 10, 2026
Homeଓଡିଶାଟ୍ରେଡିଂ ନାଁରେ ୨୦ କୋଟି ଠକେଇ

ଟ୍ରେଡିଂ ନାଁରେ ୨୦ କୋଟି ଠକେଇ

ସମ୍ବଲପୁର: ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇର ପର୍ଦ୍ଦାଫାସ କରିଛି ପୋଲିସ । ୨୦ କୋଟି ଟଙ୍କାର ଟ୍ରାଞ୍ଜାକ୍‌ସନ୍ ହୋଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି । ଏସ୍‌ପି ଦେଇଥିବା ସୂଚନା ଅନୁସାରେ, ଏହି ଠକେଇ ଘଟଣାରେ ଜଣେ ଗିରଫ ହୋଇଛି । ୪୭ ଜଣ ଲୋକଙ୍କଠାରୁ ନିବେଶ ନାଁରେ ସଂଗ୍ରହ ହୋଇଥିଲା ଟଙ୍କା । ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଟଙ୍କା ସଂଗ୍ରହ ହୋଇଥିଲା । ନିଜ ନାଁରେ ଓ ସମ୍ପର୍କୀୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଟଙ୍କା ଜମା କରୁଥିଲା । ଗିରଫ ଯୁବକ ସମ୍ବଲପୁରର ଏକ ଭଡା ଘରେ ଅଫିସ୍ କରି କରୁଥିଲେ ଠକେଇ । ଭଡା ଘରୁ ୫ଟି କମ୍ପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର ସହ ଡକ୍ୟୁମେଣ୍ଟ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking