14.1 C
Bhubaneswar
Tuesday, January 13, 2026
Homeଓଡିଶାଖୁବଶୀଘ୍ର ଦେଶାନ୍ତର ହେବେ ୨୦ ବାଂଲାଦେଶୀ

ଖୁବଶୀଘ୍ର ଦେଶାନ୍ତର ହେବେ ୨୦ ବାଂଲାଦେଶୀ

ଭୁବନେଶ୍ୱର: ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ୨୦ ବାଂଲାଦେଶୀ । ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର । ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି । ୨୦୨୫ ଜଣ ଭାରତୀୟ ଚିହ୍ନଟ ହେଉଛନ୍ତି । ଆଉ ୧୩ ଜଣ ସନ୍ଦିଗ୍ଧଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି । ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୨୪ କଚଟକରେ ୧୫, ବ୍ରହ୍ମପୁରରେ ୬ ଜଣ ଚିହ୍ନଟ ହୋଇଛନ୍ତି । ୨ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପପାସପୋର୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking