21.1 C
Bhubaneswar
Wednesday, February 11, 2026
Homeଓଡିଶାଟ୍ରେନ ଧକ୍କାରେ କଟିଗଲେ ୨ ମହିଳା

ଟ୍ରେନ ଧକ୍କାରେ କଟିଗଲେ ୨ ମହିଳା

ଗଞ୍ଜାମ: ଗଞ୍ଜାମ ବ୍ରହ୍ମପୁରରୁ ଆସିଛି ଏକ ବଡ ଖବର । ରାଲି ପାଇଁ ଆସୁଥିବା ବେଳେ ଟ୍ରେନରେ କଟିଗଲେ ୨ ମହିଳା । ତେବେ ଟ୍ରେନ ଚକା ତଳେ ପଡି କଟିଯାଇଛନ୍ତି ୨ ମହିଳା । ସୁରଳ ଷ୍ଟେସନ ନିକଟ ରେଳ ଧାରଣାରେ ଘଟିଛି ଅଘଟଣ । ତେବେ ସୂଚନା ଅନୁଯାଇ ୨ ମହିଳା ପିତାତଳି ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି । ତେବେ ରାଲି ପାଇଁ ଭୁବନେଶ୍ୱର ଆସୁଥିଲେ ୨ ମହିଳା । ରେଳ ଧାରଣା ପାର ସମୟରେ ଘଟିଲା ଅଘଟଣ ଘଟିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking