Homeଅପରାଧମାଆର ଗଳା କାଟି ଦେଲେ ୨ ପୁଅ! ଅପରାଧଓଡିଶା ମାଆର ଗଳା କାଟି ଦେଲେ ୨ ପୁଅ! By Ona Khabara 14/09/2024 Share FacebookTwitterPinterestWhatsAppLinkedinReddItTelegram କଟକ : ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ । ୨ ପୁଅ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ମହାନଦୀ ବିହାର ସ୍ଥିତି ଘରେ ପଡିଛି ରକ୍ତାକ୍ତ ମୃତଦେହ । ଜଣେ ପୁଅ ଫେରାର୍ , ଅନ୍ୟ ଜଣେ ଅଭିଯୁକ୍ତ ପୁଅ ଅଟକ । ଘଟଣାସ୍ଥାଳରେ ଚାଉଳିଆଗଞ୍ଜ ଥାନା ପୋଲିସର ଛାନ୍ଭିନ । Share FacebookTwitterPinterestWhatsAppLinkedinReddItTelegram Previous articleବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁNext articleଜମ୍ମୁକାଶ୍ମୀରରେ ଆଉ ଏକ ଏନକାଉଣ୍ଟର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ରାଜ୍ୟ... ଦେଶ ବିଦେଶ ଇଣ୍ଡୋନେସିଆରେ ୭.୪ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ଓଡିଶା ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ: ୩୭ଟି ସିଲିଣ୍ଡର ଜବତ ଓଡିଶା ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା