29.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶ୨ ମାଓବାଦୀଙ୍କ ଆତ୍ମସମର୍ପଣ

୨ ମାଓବାଦୀଙ୍କ ଆତ୍ମସମର୍ପଣ

ଝାଡଖଣ୍ଡ :  ଗଡଚିରୋଲିରେ  ମାଓବାଦୀଙ୍କ ଆତ୍ମସମର୍ପଣ ।  ମାଓବାଦୀ ବାଲାନ୍ନା ଏବଂ  ବନୀତାଙ୍କ ଆତ୍ମସମର୍ପଣ । ଦୁହିଁଙ୍କ ନାଁରେ ଥିଲା ୨୮ ଲକ୍ଷ ଟଙ୍କାର ପୁରସ୍କାର ।  ଉଭୟ ମାଓ ଟିମରେ ଟେକନିକାଲ ସଦସ୍ୟ ଥିଲେ ।  ଛତିଶଗଡ  ବିଜାପୁରରେ  ମାଓବାଦୀଙ୍କ ବର୍ୱରକାଣ୍ଡ ଘଟିଛି । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି । ବାସାଗୁଡା ବଡାଗାଚେରୁ ଗାଁରେ ନିର୍ମମ ହତ୍ୟା କରାଯାଇଛି । ଗାଁରେ ମୃତଦେହ ପକାଇ ଚାଲିଗଲେ ମାଓବାଦୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking