18.1 C
Bhubaneswar
Wednesday, December 17, 2025
Homeଓଡିଶା୨ ଲକ୍ଷ ଟଙ୍କା ଝାମ୍ପିନେଲେ

୨ ଲକ୍ଷ ଟଙ୍କା ଝାମ୍ପିନେଲେ

ଜଳେଶ୍ୱର: ଜଳେଶ୍ୱରରୁ ସମ୍ନାକୁ ଆସିଛି ବଡ ଲୁଟ୍‌ର ଖବର । ଦୁଡପଳ ଗାଁ ନିକଟରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । କଳା ବାଇକରେ ଦୁଇ ଜଣ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି । କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କଲେ ଯୁବକ । ବ୍ୟାଙ୍କରୁ ଫେରି ଅଟୋରୁ ଓହ୍ଲାଇବା ବେଳେ ଲୁଟ୍ ହୋଇଛି । ଇ-କେୱାଇସିରେ ଅସୁବିଧା ଥିବାରୁ ଟଙ୍କା ଜମାକରି ନପାରି ଫେରୁଥିଲେ ଯୁବକ ଜଣକ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking