35.1 C
Bhubaneswar
Wednesday, April 1, 2026
Homeଓଡିଶାଅଜଣା ଗାଡି ଧକ୍କାରେ ୨ ମୃତ

ଅଜଣା ଗାଡି ଧକ୍କାରେ ୨ ମୃତ

ବାଲୁଗାଁ : ଏନଏଚ୍‌ରେ ଅଜଣାଗାଡି ଧକ୍କାରେ ୨ ମୃତ, ଜଣେ ଆହତ ହୋଇଛନ୍ତି । ବାଣପୁର ଥାନା ବିଷ୍ଣୁଡିହି ଛକ ନିକଟରେ ଦୁର୍ଘଟଣା । ବୋଲେରୋ ରଖି ଛିଡା ହୋଇଥିବା ବେଳେ ଧକ୍କାଦେଲା । ସମସ୍ତ ମୃତହାତ ବିହାରର ହୋଇଥିବାବେଳେ ଗଜପତିରୁ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ମଝି ଚିଲିକାରେ ଫସିଲା ଡଙ୍ଗା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking