23.1 C
Bhubaneswar
Monday, December 22, 2025
Homeଓଡିଶାଆରମ୍ଭ ହେଲା ଯୁକ୍ତ ଦୁଇ ଇଣ୍ଟରନାଲ ଆସେସମେଣ୍ଟ

ଆରମ୍ଭ ହେଲା ଯୁକ୍ତ ଦୁଇ ଇଣ୍ଟରନାଲ ଆସେସମେଣ୍ଟ

ଭୁବନେଶ୍ୱର: ଆରମ୍ଭ ହେଲା ଯୁକ୍ତ ଦୁଇ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ଚାଲିବ ଆସେସମେଣ୍ଟ ଇଣ୍ଟରନେଟ ପରୀକ୍ଷା । ଜାନୁଆରୀ ୫ରୁ ୨୫ ତାରିଖ ଯାଏ ପୋର୍ଟାଲ ଅନ ରହିବ । ବିଭିନ୍ନ କଲେଜରେ ଅନଲାଇନ ବେସିସରେ ହୋଇଥିବା ପେପରକୁ ସେଦିନ ସମିଟ କରିବେ । ସମିଟ କରିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପେପରକୁ ରଖି ଫାଇନାଲ ପରୀକ୍ଷା ଯେବେ ହବ ତା ସହ ଆଟାଚ କରାଯାଇ ଫଳାଫଳ ପ୍ରକାଶ ପାଇବ । ଚଳିତଥର ପରୀକ୍ଷା ଦେଉଛନ୍ତି ୩ ଲକ୍ଷ ୭୩ ହଜାର ୯୧୦ ଜଣ ପରୀକ୍ଷାର୍ଥୀ । ଜାନୁଆରୀ ୨୫ ମଧ୍ୟରେ ପରୀକ୍ଷା ଖାତା ଦାଖଲ କରିବାକୁ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଚାଲିବ ଯୁକ୍ତ ଦୁଇ ପରୀକ୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking