18.1 C
Bhubaneswar
Wednesday, February 4, 2026
Homeଓଡିଶା୨ ଗଂଜେଇ ମାଫିଆଙ୍କୁ ୨୦ବର୍ଷ ଜେଲ୍

୨ ଗଂଜେଇ ମାଫିଆଙ୍କୁ ୨୦ବର୍ଷ ଜେଲ୍

ଭୁବନେଶ୍ୱର: ୨ ଗଂଜେଇ ମାଫିଆଙ୍କୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ବର୍ଷେ ଜେଲ୍ ଦଣ୍ଡ ଘୋଷଣା କରାଯାଇଛି। ଅନିଲ୍ କୁମାର ଓ ଗଣେଶ ଶାହଙ୍କୁ କାରାଦଣ୍ଡାଦେଶ ଓ ଜରିମାନାଘୋଷଣା କରାଯାଇଛି। ଉଭୟଙ୍କୁ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ। ୨୦୨୨ରେ ଉଭୟଙ୍କୁଠାରୁ ୮୧୧ କେଜି ଗଂଜେଇ ଜବତ ହୋଇଥିଲା। ଏନ୍‌ଏଚ୍‌ ୧୬ ଖୋର୍ଦ୍ଧା ଗୋହିରିଆ ଛକରୁ ଗିରଫ କରିଥିଲା ଏସ୍‌ଟିଏଫ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking